MySQL ସଂଯୋଗକାରୀ ଏକ ସ୍ଥାନୀୟ MySQL ତଥ୍ୟାଧାର ଡ୍ରାଇଭର ସ୍ଥାପନ କରିଥାଏ। ଏହା ତୀବ୍ର, ସିମଲେସ  ସନ୍ନିହିତ, ପ୍ରଶାସନ ପାଇଁ ସହଜମୟ ଏବଂ  JDBC ଅଥବା ODBC ଡ୍ରାଇଭରକୁ ପୃଥକ ଭାବରେ ସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ।  MySQL ତଥ୍ୟାଧାରକୁ  LibreOffice ଆଧାରରେ ବ୍ୟବହାରକରିବା ସହଜମୟ ନୁହଁ।
